ସୁରଟରେ କରୋନା ସ୍ଥିତି ଅସମ୍ଭାଳ: ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ

ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ। କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ। ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ। ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା। … Continue reading ସୁରଟରେ କରୋନା ସ୍ଥିତି ଅସମ୍ଭାଳ: ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ